ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ


ପିପିଲି: ପିପିଲି ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ଗଣତି ସରିଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୧୪୦୬ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । ବିଜେପି ପ୍ରାର୍ଥୀଙ୍କଠାରୁ ସେ ଆଗରେ ଅଛନ୍ତି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ ୪୦୫୫, ବିଜେପି ୨୬୪୯, କଂଗ୍ରେସ ୭୫୬ ଖଣ୍ଡ ଭୋଟ ପାଇଛି ପ୍ରଥମ ରାଉଣ୍ଡରେ । ପ୍ରଥମ ରାଉଣ୍ଡରେ ଗୋଡିପୁଟ, ମାଟିଆପଡ଼ା ଅଞ୍ଚଳରେ ଭୋଟ ଗଣତି ହୋଇଛି । କଡ଼ା ସୁରକ୍ଷା ବଳୟରେ ଭୋଟ ଗଣତି ହୋଇଛି ।