ପଶ୍ଚିମ ଓଡିଶାରେ ବିଜେପିର ଚକାଜାମ

ପଶ୍ଚିମ ଓଡିଶାରେ ବିଜେପିର ଚକାଜାମ

ପଶ୍ଚିମ ଓଡିଶାରେ ବିଜେପିର ଚକାଜାମ
ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ ୩ ଘଂଟିଆ ଚକାଜାମ ଅଭିଯାନ ଆରମ୍ଭ ହୋଇଛି । ଜାତୀୟ ରାଜ୍ୟ ରାଜପଥରେ ଦିନ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ଚକାଜାମ କରାଯାଇଛି । ପଶ୍ଚିମ ଓଡିଶାର ମୋଟ ୩୭ଟି ବିଧାନସଭା କ୍ଷେତ୍ରରେ ଚକାଜାମ କରାଯାଇଛି । ମଣ୍ଡି ସମସ୍ୟା ଓ ଚାଷୀଙ୍କ ଧାନକିଣା ଯାଉନଥିବା ପ୍ରତିବାଦରେ ଏହି ଚକାଜାମ କରାଯାଇଛି ।