ଓଡିଶାରେ ଲାଗୁହେବ କେରଳ ମଡେଲ

ଓଡିଶାରେ ଲାଗୁହେବ କେରଳ ମଡେଲ

ଓଡିଶାରେ ଲାଗୁହେବ କେରଳ ମଡେଲ
ଭୁବନେଶ୍ୱର: ରାଜ୍ୟରେ ଫୋନି ପରବର୍ତୀ ବ୍ୟାଙ୍କିଙ୍ଗ ସେବାର ସମୀକ୍ଷା ଶେଷ ହୋଇଛି । ଏହି ସମୀକ୍ଷା ପରେ କେନ୍ଦ୍ର ଅର୍ଥ ବିଭାଗ ଅତିରକ୍ତ ସଚୂନା ଦେଇଛନ୍ତି । ପୁରୀକୁ ଛାଡି ଅନ୍ୟ ସ୍ଥାନରେ ୯୯% ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି । ବୀମାଧାରୀଙ୍କ ଆବେଦନକୁ ତୁରନ୍ତ ବିଚାର କରିବାକୁ କମ୍ପାନୀ ନିଦେ୍ର୍ଧଶ ଦେଇଛନ୍ତି । ସରକାରୀ ଉଦ୍ୟେଗର କ୍ଷୟକ୍ଷତି ନେଇ ୧୮୦୦ରୁ ଅଧିକ ଆବେଦନ ହୋଇଛି । ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ସ ଚିବ ଅଶୋକ ମୀନାଙ୍କ ସୂଚନା ଦେଇଛନ୍ତି ଯେ ସଂଧ୍ୟା ସୁଦ୍ଧା ପୁରୀରେ ୪୦% ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହେବ । ରାଜ୍ୟରେ କେରଳ ମଡେଲ ଲାଗୁ ପାଇଁ ଟାସ୍କଫୋର୍ସ ଗଠନ ହେବ । ଆଜି ବୈଠକ ପରେ ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ । ବାତ୍ୟା ଅଂଚଳରେ କମ ଦସ୍ତାବିଜରେ ବ୍ୟାଙ୍କ ଓ ବୀମା ସୁବିଧା ମିଳିବ ବୋଲି କହିଛନ୍ତି ।