ଆନ୍ଧ୍ର ପୋଲିସର ଦାଦାଗିରି

ଆନ୍ଧ୍ର ପୋଲିସର ଦାଦାଗିରି

ଆନ୍ଧ୍ର ପୋଲିସର ଦାଦାଗିରି
ଭୁବନେଶ୍ୱର: ଓଡିଶାର ସୀମାନ୍ତ ଅଂଚଳରେ ଆନ୍ଧ୍ର ନିର୍ବାଚନ କରୁଛି । ନିର୍ବଚନ ଖବର ସଂଗ୍ରହ ବେଳେ ଆନ୍ଧ୍ର ପୋଲିସର ଦାଦାଗିରି ଦେଖିବାକୁ ମିଳିଛି । ଆମ ରାଜ୍ୟ ସୀମାନ୍ତରେ ଆନ୍ଧ୍ର ନିର୍ବାଚନ କରୁଥିବା ବେଳେ ଓଡିଶା ସରକାର କାହିଁକି ଚୁପ୍ ବସିଛି । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଅଟକାଇ ଧମକାଇଲା । ଗିରଫ ଭୟ ଦେଖାଇ ମୋବାଇଲରୁ ଭିଡିଓ ଡିଲିଟ୍ କରୁଛି । ଗଜପତି ଗଙ୍ଗାବାଡ ଅଂଚଳରେ ଆନ୍ଧ୍ର ନିର୍ବାଚନ କରୁଛି ।