ନକ୍ସଲ କବଜାରେ ନିଖୋଜ ଯବାନ

ନକ୍ସଲ କବଜାରେ ନିଖୋଜ ଯବାନ

ନକ୍ସଲ କବଜାରେ ନିଖୋଜ ଯବାନ
ଭୁବନେଶ୍ୱର: ଛତିଶଗଡ ବିଜାପୁର ମାଓ ହମଲା ଘଟଣା । ମାଓବାଦୀଙ୍କ କବଜାରେ ନିଖୋଜ ଯବାନ ରହିଛନ୍ତି ବୋଲି ସୂଚନା ମିଳିଛି । ବିଜାପୁରରେ ଏନକାଉଂଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି କବଜାରେ ଥିବା ବୋଲି ମାଓ ସଂଗଠନ ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀ ସୂଚନା ଦେଇଛନ୍ତି । ମାଓ କବଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ରାକେଶ୍ୱର । ଯବାନ ଆମ ପାଖରେ ସୁରକ୍ଷିତ ଅଛନ୍ତି ବୋଲି ମାଓ ସଂଗଠନ କହିଛି । ଉଚିତ ସମୟରେ ଯବାନଙ୍କୁ ଛଡାଯିବ ବୋଲି ମାଓ ସଂଗଠନ କହିଛି ।