୨ ଆତଙ୍କୀ ସଫା

୨ ଆତଙ୍କୀ ସଫା

୨ ଆତଙ୍କୀ ସଫା
ନୂଆଦିଲ୍ଲୀ: ଏନକାଉଂଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଗାନେ୍ଦରବଳ ନିକଟରେ ଯବାନ-ଆତଙ୍କବାଦୀଙ୍କ ମଧ ଗୁଳି ବର୍ଷଣ ହୋଇଥିଲା । ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ଟଳି ପଡିଛନ୍ତି । ଯବାନଙ୍କୁ ଏକ ବଡ ସଫଳତା ମିଳିଛି । ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।