ସମୟ ମାଗିଲେ ଆମିକସ୍ କ୍ୟୁରି

ସମୟ ମାଗିଲେ ଆମିକସ୍ କ୍ୟୁରି

ସମୟ ମାଗିଲେ ଆମିକସ୍ କ୍ୟୁରି
ନୂଆଦିଲ୍ଲୀ:ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଓ ଉଚ୍ଛେଦ ମାମଲା ସଂପର୍କିତ ରିପୋର୍ଟ ଦାଖଲ ପାଇଁ ୨ ସପ୍ତାହ ସମୟ ମାଲିଲେ ଆମିକସ୍ କ୍ୟୁରି । ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବାକୁ ଆମିକସ୍ କ୍ୟୁରି କୋର୍ଟକୁ କହିଛନ୍ତି । ଅକ୍ଟୋବର ୩ ରେ ମାମଲାର ପରବର୍ତୀ ଶୁଣାଣି ହେବ । ଗତ ୭ ତାରିଖରେ ଆମିକୁସ୍ କ୍ୟୁରି ପୁରୀ ଆସିଥିଲେ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ କାମ ତଦାରଖ କରି ଦେଖି ଯାଇଥିଲେ ।