ଧର୍ମେନ୍ଦ୍ରଙ୍କୁ ପତ୍ର ଲେଖିଲେ ପ୍ରଫୁଲ୍ଲ ମଲ୍ଲିକ

ଧର୍ମେନ୍ଦ୍ରଙ୍କୁ ପତ୍ର ଲେଖିଲେ ପ୍ରଫୁଲ୍ଲ ମଲ୍ଲିକ

ଧର୍ମେନ୍ଦ୍ରଙ୍କୁ ପତ୍ର ଲେଖିଲେ ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ୱର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗରେ ଚିଠି କରାଯାଇଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଚିଠି କରିଛନ୍ତି । ଆଇଜିଏଚକୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ କେବଳ ଏହାକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଆରଏସପି କର୍ତୃପକ୍ଷ ପାଳନରେ ଅବହେଳା କରିଛନ୍ତି । ଆରଏସପି କର୍ତୃପକ୍ଷଙ୍କୁ ଏନେଇ ନିଦେ୍ର୍ଧଶ ଦେବାକୁ ଧର୍ମେନ୍ଦ୍ରଙ୍କୁ ନିବେଦନ କରିଛନ୍ତି ପ୍ରଫୁଲ୍ଲ ।