ତୀର ମାଡରେ ଜଣଙ୍କର ମୃତ୍ୟୁ

ତୀର ମାଡରେ ଜଣଙ୍କର ମୃତ୍ୟୁ

ତୀର ମାଡରେ ଜଣଙ୍କର ମୃତ୍ୟୁ
ରାଇରଙ୍ଗପୁର : ତୀର ମାଡରେ ଜଣଙ୍କ ଜୀବନ ଗଲା । ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗାଁରେ ପୂର୍ବ ବିବାଦରୁ ତୀରମାଡ ହୋଇଥିବା ହୋଇଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କଲେ ଡାକ୍ତର । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଅଭିଯୁକ୍ତ ଜଣକ ଫେରାର ରହିଥିବାବେଳେ ପୋଲିସ୍‌ ତଲାସୀ ଜାରି ରଖିଛି ।