ପ୍ରକାଶ ପାଇଲା NEET ପରୀକ୍ଷା ଫଳ

ପ୍ରକାଶ ପାଇଲା NEET ପରୀକ୍ଷା ଫଳ

ପ୍ରକାଶ ପାଇଲା NEET  ପରୀକ୍ଷା ଫଳ
ଭୁବନେଶ୍ୱର: ପ୍ରକାଶ ପାଇଲା ମେଡିକାଲ ପ୍ରବେଶିକା ଏନ୍ଇଇଟି ରେଜଲ୍ଟ । ରାଜସ୍ଥାନର ନଳିନୀ ଖଣ୍ଡେଲୱାଲ ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ୭୨୦ରୁ ୭୦୧ ନମ୍ବର ରଖି ନଳିନୀ ଟପ୍ପର ହୋଇଛନ୍ତି । ଦିଲ୍ଲୀର ଭାବିକ ବଂଶଲ ୨ୟ ଓ ୟୁପିର ଅକ୍ଷତ କୌଶିକ ୩ୟ ଟପ୍ପର ହୋଇଛନ୍ତି । ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଛାତ୍ରୀଙ୍କ ମଧ୍ୟରେ ଟପ୍ପର । ଶ୍ରେଷ୍ଠ ୧୦୦ ମଧ୍ୟରେ ୨୦ ଜଣ ଛାତ୍ରୀ ଥିବା ସୂଚନା ମିଳିଛି ।