ଟାଟା ସନସ- ସାଇରସ ମିସ୍ତ୍ରୀ ବିବାଦ, ସାଇରସଙ୍କୁ ସୁପ୍ରିମକୋର୍ଟ ଝଟକା

ଟାଟା ସନସ- ସାଇରସ ମିସ୍ତ୍ରୀ ବିବାଦ, ସାଇରସଙ୍କୁ ସୁପ୍ରିମକୋର୍ଟ ଝଟକା

ଟାଟା ସନସ- ସାଇରସ ମିସ୍ତ୍ରୀ ବିବାଦ, ସାଇରସଙ୍କୁ ସୁପ୍ରିମକୋର୍ଟ ଝଟକା
ନୂଆଦିଲ୍ଲୀ - ଟାଟା ସନସ- ସାଇରସ ମିସ୍ତ୍ରୀ ବିବାଦ ମାମଲାରେ ସାଇରସଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ମିଳିଛି । ନେସନାଲ କମ୍ପାନୀ ଲ ଆପେଲେଟ ଟ୍ରିବୁ୍ୟନାଲ(ଏନସିଏଲଏଟି) ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି । ପୂର୍ବରୁ ଏନସିଏଲଏଟି ସାଇରସଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେବେ ଏନସିଏଲଏଟି ରାୟକୁ ଚ୍ୟାଲେଞ୍ଜ କରି ଟାାଟ ସନସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।