ଝାରପଡା ଜେଲରେ ଟିଆଇ ପରେଡ ଶେଷ : ବିବନକୁ ଚିହ୍ନିଲେ ଅଞ୍ଜନା

ଝାରପଡା ଜେଲରେ ଟିଆଇ ପରେଡ ଶେଷ : ବିବନକୁ ଚିହ୍ନିଲେ ଅଞ୍ଜନା

ଝାରପଡା ଜେଲରେ ଟିଆଇ ପରେଡ ଶେଷ : ବିବନକୁ  ଚିହ୍ନିଲେ ଅଞ୍ଜନା
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଉତର ମିଳିଲା ନାହିଁ । ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାଲାରେ ଆଜି ଝାରପଡା ଜେଲରେ ଟିଆଇ ପରେଡ ଅନୁଷ୍ଠିତ ହୋଇଥିଲା । ଜେଲରେ ଟିଆଇ ପରେଡ ଶେଷ ହୋଇଛି । ଜେଏମଏଫସି ସୂଜାଲିନ ମହାନ୍ତିଙ୍କ ତତ୍ୱାବଧାନରେ ଟିଆଇ ପରେଡ ହୋଇଥିଲା । ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବା ନେଇ ଟିଆଇ ପରେଡ ହୋଇଛି । ଟିଆଇ ପରେଡ ପରେ ଜେଲ୍ ପରିସରରୁ ବାହାରିଲେ ଅଞ୍ଜନା । ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ ସୂତ୍ରରୁ ସୂତ୍ରରୁ ସୂଚନା ମିଳିଛି ।