ଜେଲ୍ ଯିବେ ଆଶୀର୍ବାଦ

ଜେଲ୍ ଯିବେ ଆଶୀର୍ବାଦ

ଜେଲ୍ ଯିବେ ଆଶୀର୍ବାଦ
ଭୁବନେଶ୍ୱର:ଆଶୀର୍ବାଦ ବେହେରାଙ୍କ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର ସିବିଆଇ କୋର୍ଟ ଆବେଦନ ଖାରଜ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ । ଆଶୀର୍ବାଦଙ୍କ ସହ କମଳକାନ୍ତ ଦାସଙ୍କ ଜାମିନ ଜାମିନ ମଧ୍ୟ ଖାରଜ ହୋଇଛି । ଉଭୟ ଆଶୀର୍ବାଦ ଓ କମଳାକାନ୍ତ ଝାରପଡା ଜେଲ୍ ଯାଇପାଇନ୍ତି । ଏଟି ଚିଟଫଣ୍ଡ ମାମଲାରେ ଆଜି ଉଭୟଙ୍କୁ ସିବିଆଇ ଗିରଫ କରିଛି ।