ଜାରି ରହିଛି ଓମିକ୍ରନ ଭୟ

ଜାରି ରହିଛି ଓମିକ୍ରନ ଭୟ

ଜାରି ରହିଛି ଓମିକ୍ରନ ଭୟ

କରୋନା ଭୂତାଣୁର ଓମିକ୍ରନ ଭ୍ୟାରିଏଣ୍ଟ ଘାତକ ସାଜିଥିଲା । ଇତି ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ହେଁ ଏହା ଦ୍ରୁତ ଗତିରେ ସଙ୍କ୍ରମଣ ହେବାର କାରଣ ଏାଏ ବୈଜ୍ଞାନିକମାନେ ଜାଣି ପାରିନାହାନ୍ତି । ଏହାକୁ ଜାଣିବା ପୂର୍ବରୁ ପୁଣି ଏକ ନୂଆ ଭ୍ୟାରିଏଣ୍ଟ ଜନ୍ମ ନେଇ ସାରୁଥିଲା । ତେଣୁ ଏହା ଅଧିକ ଘାତକ ଥିଲା । ବର୍ଷ୨୦୨୧ରେ ଏହା ଏକ ପ୍ରକାର ତାଣ୍ଡବ ରଚି ଚାଲିଥିଲା । ଏ ପର୍ଯ୍ୟନ୍ତ ଏହାର ଅନ୍ତ ଘଟି ନାହିଁ । ଏବେ ବି ଲୋକମାନଙ୍କ ମନରେ ଓମିକ୍ରନ ଭୟ ରହିଛି । ତେବେ ଟିକା ବାହାରିବା ପରେ କିଛି ମାତ୍ରାରେ ବିଦ ଟଳିଛି ବୋଲି କୁହାଯାଇପାରିବ ।