ଘୁଞ୍ଚିଲା ଓଜେଇଇ

ଘୁଞ୍ଚିଲା ଓଜେଇଇ

ଘୁଞ୍ଚିଲା ଓଜେଇଇ
ଭୁବନେଶ୍ବର : କରୋନା ପାଇଁ ଓଜେଇଇ ଅନଲାଇନ୍‌ ପରୀକ୍ଷା ଘୁଞ୍ଚିଥିବାର ସୂଚନା ମିଳିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏଁ ହେବାକୁ ଥିଲା ପରୀକ୍ଷା । ଆସନ୍ତା ମାସରେ ଓଜେଇଇ ପରୀକ୍ଷା ହୋଇପାରେ ବୋଲି ସୂଚନା ରହିଛି । ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା ।