ଇଲେକ୍ଟ୍ରି ଯାନ ଉପରୁ ଜିଏସଟି ହ୍ରାସ

ଇଲେକ୍ଟ୍ରି ଯାନ ଉପରୁ ଜିଏସଟି ହ୍ରାସ

 ଇଲେକ୍ଟ୍ରି ଯାନ ଉପରୁ ଜିଏସଟି ହ୍ରାସ
ଭୁବନେଶ୍ୱର: ଶନିବାର ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଲେକ୍ଟ୍ରି ଯାନ ଉପରୁ ଜିଏସଟି ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି । ଇଲେକ୍ଟ୍ରି ଯାନ ଉପରୁ ଜିଏସଟ ୧୮%ରୁ ୫%କୁ ହ୍ରାସ କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଇଲେକ୍ଟ୍ରି ବସ ଅଧିଗ୍ରହଣକୁ ଜିଏସଟି ମୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି ।