ଗୁଳି ଫୁଟି ଯବାନ ଗୁରୁତର

ଗୁଳି ଫୁଟି ଯବାନ ଗୁରୁତର

ଗୁଳି ଫୁଟି ଯବାନ ଗୁରୁତର
ସମ୍ବଲପୁର: ଯୁଯୁମରା ସିଆରପିଏଫ କ୍ୟାମ୍ପରେ ଅଘଟଣ ଘଟିଛି । ବନ୍ଧୁକରୁ ଗୁଳି ଫୁଟି ସିଆରପିଏଫ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଯବାନଙ୍କ ମୁଣ୍ଡରେ ଗୁଳିବାଜିରୁ ଘଟଣାସ୍ଥଳରେ ପଡିଯାଇଥିଲେ । ଅତି ଗୁରୁତର ଅବସ୍ଥାରେ ଯବାନଙ୍କୁ ସମ୍ବଲପୁର ମେଡିକାଲରେ ଭର୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କି ଅନ୍ୟ କୌଣସି କାରଣ ପାଇଁ ତାଙ୍କ ମୁଣ୍ଡରେ ଗୁଳି ବାଜିଲା କିଛି କାରଣ ସ୍ପଟ ହୋଇ ନାହିଁ ।