ଗଣ୍ଡଗୋଳରେ ଆହତ ଥିବା ଯୁବକର ମୃତ୍ୟୁ ପରେ, କ୍ଷତିପୁରଣ ଦାବିରେ ରାସ୍ତାରୋକ

ସମ୍ବଲପୁର କ୍ଷେତରାଜପୁରରେ କ୍ଷତିପୁରଣ ଦାବିରେ ରାସ୍ତାରୋକ । ଦିପାବଳିରେ ମୁଙ୍ଗାପଡା ଓ ଷ୍ଟେସନ ପଡା ମଧ୍ୟରେ ବାଣ ଫଟାକୁ ନେଇ ଗୋଷ୍ଟି ସଂଘଷ ହୋଇଥିଲା । ଏଥିରେ ଷ୍ଟେସନ ପଡାର ବାଦଳ ତାଣ୍ତି ଗୁରୁତର ହସ୍ପିଟାଲରେ ଭତ୍ତି ଥିଲା । ଗୁରୁତର ଯୁବକ ବାଦଳର ମୃତ୍ୟ ହୋଇଛି, ଯାହାକୁ ନେଇ କ୍ଷତିପୁରଣ ଦାବୀରେ ପଡାବାସୀ ଶବରଖି କ୍ଷେତରାଜପୁରରେ ରାସ୍ତା ରୋକ କରିଛନ୍ତି । ଗତକାଲି ସଂଧ୍ୟାରେ ମଧ୍ୟ କ୍ଷେତରାଜପୁରରେ ଉତ୍ତେଜନା ହେବା ସହ ଦୋକାନ ଓ ଘର ଭିତକୁ ପସି ଗାଡି ଆଦି ଭଙ୍ଗା ରୁଚା କରିଥିଲେ । ଘଟଣାରେ ୨ ପ୍ଲାଟୁନ ପୋଲିସ ପୋର୍ସ ମୃତ୍ତୟନ ରହିଥିଲେ । ବତ୍ତମାନ ଅତିରିକ୍ତ ଏସପି, ଏସଡିପିଓ, ଥାନା ଅଧିକାର ରହି ବୁଝାସୂଝା କରୁଛନ୍ତି ।