ଫାନି ପ୍ରଭାବରେ ବର୍ଷା ସମ୍ଭାବନା

ଫାନି ପ୍ରଭାବରେ ବର୍ଷା ସମ୍ଭାବନା

ଫାନି ପ୍ରଭାବରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ବାତ୍ୟା ଫାନି ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଫାନି ଓଡିଶାରୁ ପ୍ରାୟ ୧୫୦୦ କି.ମି ଦୂରରେ ରହିଛି । ଘଂଟା ପ୍ରତି ୭ କିମି ବେଗରେ ଗତି କରୁଛି । ମେ ୨ରୁ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ମେ ୩ରେ ଗୋଟିଏ ଦୁଇଟି ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧ ତାରିଖ ସୁଦ୍ଧା ମତ୍ସଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ହସ୍ତଗତ ହୋଇଛି ।