କ୍ରିଷ୍ଣା ମିଶ୍ର ଖାଦ୍ୟ ଓ ପୁଷ୍ଟି ଉପରେ ଡକ୍ଟରେଟ୍

କ୍ରିଷ୍ଣା ମିଶ୍ର ଖାଦ୍ୟ ଓ ପୁଷ୍ଟି ଉପରେ ଡକ୍ଟରେଟ୍

କ୍ରିଷ୍ଣା ମିଶ୍ର ଖାଦ୍ୟ ଓ ପୁଷ୍ଟି ଉପରେ ଡକ୍ଟରେଟ୍

ଭୁବନେଶ୍ୱର: କ୍ରିଷ୍ଣା ମିଶ୍ର ଖାଦ୍ୟ ଓ ପୁଷ୍ଟି ଉପରେ ଡକ୍ଟରେଟ୍ ଲାଭ କରିଛନ୍ତି । ଢେଙ୍କାନାଳ ମୁକ୍ତାଦେଈପୁର ଶାସନ ନିବାସୀ ପ୍ରଦୀପ୍ତ କୁମାର ମିଶ୍ର ଓ ଗୀତା ମିଶ୍ରଙ୍କ କନ୍ୟା ସୁଶ୍ରୀ କ୍ରିଷ୍ଣା ମିଶ୍ର ରାଜସ୍ଥାନର ଉଦୟପୁରସ୍ଥିତ ମହାରାଣା ପ୍ରତାପ କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରୁ ଖାଦ୍ୟ ଓ ପୁଷ୍ଟି ବିଷୟରେ ଲେଖି ଡକ୍ଟରେଟ୍ ଡିଗ୍ରୀ ପି.ଏଚଡ଼ି ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ତାଙ୍କ ସନ୍ଦର୍ଭର ଶୀର୍ଷକ ଥିଲା  Development and  quality evaluation pf composite Flour with low Glycaemic index based on red rice(Oryza Puncrara) ବିଶ୍ୱ ବିଦ୍ୟାଳୟର ଡ.ରେଣୁ ମୋଗ୍ରା କିଷ୍ଣାଙ୍କ ସନ୍ଦର୍ଭର ମାର୍ଗଦର୍ଶୀ ଅଧ୍ୟାପିକା ଥିଲେ ।