କେନ୍ଦ୍ରାପଡାରେ ମତଦାନ ବିଳମ୍ବ

କେନ୍ଦ୍ରାପଡାରେ ମତଦାନ ବିଳମ୍ବ

କେନ୍ଦ୍ରାପଡାରେ ମତଦାନ ବିଳମ୍ବ
କେନ୍ଦ୍ରାପଡା :ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଯାଇଛି । କେନ୍ଦ୍ରାପଡାର ୧୩୯,୧୪୦ ଓ ୧୪୧ ନଂ ବୁଥ୍ ଇଭିଏମ ଅଚଳ ହୋଇଛି । ରାଜନଗର ୨୨୬, ୬୮ ନଂ ବୁଥରେ ଇଭିଏମ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି । ଆଳିର ୨୨୬, ୨୬୮ ନଂ ବୁଥରେ ଇଭିଏମ ଅଚଳ ହେବା ଯୋଗୁ ମତଦାନ ବିଳମ୍ବ ହୋଇଛି । ମାହାଙ୍ଗାର ୨୦୨, ୨୩୨,୨୯୮ ଓ ୨୯୯ ବୁଥରେ ମତଦାନ ବିଳମ୍ବ ହୋଇଛି । ସେହିପରି ସାଲେପୁର ୨୨୦, ୫୩ ଓ ୪୨ ନଂ ବୁଥରେ ମତଦାନ ବିଳମ୍ବ ହୋଇଛି ।