କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ ଲାଇନ ପରିବର୍ତ୍ତନ: ଜାଣନ୍ତୁ କେବେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ୍‌ ଲିଷ୍ଟ । କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ୍‌ ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତ ସରକାର । ନଭେମ୍ବର ୧୦ ସୁଦ୍ଧା ସାମ୍ସ ପୋର୍ଟାଲ୍‌ରେ ମାର୍କ ଅପଡେଟ୍‌ କରିବେ ଛାତ୍ରଛାତ୍ରୀ । ଆସନ୍ତା ୧୬ ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଡିସେମ୍ବର ୧୦ ସୁଦ୍ଧା ଆଡମିଶନ୍‌ ସରିବ ବୋଲି ସୂଚନା ରହିଛି ।