କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା

କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା

କଟକ ଓ ଭୁବନେଶ୍ୱରରେ ଲାଗୁ ହେବ ୧୪୪ ଧାରା
ଭୁବନେଶ୍ୱର: ନାଇଟ କର୍ଫୁ୍ୟ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଧାରା ଜାରି ରହିବ । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ । ୧୪୪ ଜାରି ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ଧାରା ୧୪୪ ଲାଗୁ ହୋଇଥିବାରୁ ବାହାରେ ବୁଲିବାକୁ କଡା ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟତିତ ଅନ୍ୟମାନଙ୍କୁ ମନା କରାଯାଇଛି । ଆଜି ରାତିରୁ କଟକ,ଭୁବନେଶ୍ୱରରେ ଲାଗୁ ହେଉଛି ନାଇଟ୍ କର୍ଫୁ୍ୟ ।