ଏହି ସବୁ ଜିନିଷ ମିଶାଇ କରନ୍ତୁ ସାମ୍ପୂ

ଏହି ସବୁ ଜିନିଷ ମିଶାଇ କରନ୍ତୁ ସାମ୍ପୂ

ଏହି ସବୁ ଜିନିଷ ମିଶାଇ କରନ୍ତୁ ସାମ୍ପୂ


ଭୁବନେଶ୍ୱର: ଶୀତଦିନେ କେଶ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଏ । କେତେଜଣ କେଶ ଧୋଇବା ମାତ୍ରେ ଶୁଷ୍କ ହୋଇ ଝଡ଼ିବା ଆରମ୍ଭ କରେ । ଏହି ସମସ୍ୟାରୁ ମୁକ୍ତ ପାଇବା ପାଇଁ ଘରେ ଥିବା ଜିନିଷ ବ୍ୟବହାର କରି କେଶ ଯତ୍ନ ନିଅନ୍ତୁ, ଦେଖିବେ କେଶ ଝଡ଼ା କମିଯିବ । 

- ଶମ୍ପୋ କେଶରେ ଲଗାଇବା ପରେ ଗୋଲାପ ଜଳ ୨ ଚାମଚକୁ ପୂରା କେଶରେ ଲଗାନ୍ତୁ । ଏପରି ଉପାୟରେ କେଶ ଧୋଇଲେ ରୁପି କମିବ ଓ କେଶ ଶୁଷ୍କ ମଧ୍ୟ ହେବନି ।
- କେଶ ଶାମ୍ପୋ କରିବା ପୂର୍ବରୁ ଘି-କୁଆଁରୀ ରସ ୨ ଚାମଚ ଆଣି ପୂରା କେଶରେ ଲଗାଇବେ । ୫ ମିନିଟ ପରେ ଧୋଇବେ । କେଶ ଝଡ଼ିବା କମିଯିବ ।
- କେଶ ଅଧିକ ଶୁଷ୍କ ହେଉଥିଲେ, ଶାମ୍ପୋରେ ଗ୍ଲିସେରିନ୍ ମିଶାଇ କେଶରେ ଲଗାନ୍ତୁ । କେଶ ପାଚିବା ମଧ୍ୟ କମ ହୁଏ ।