ଏଣିକି ଶ୍ରୀମନ୍ଦିର ପୋଲିସ୍‌ କର୍ମଚାରୀ ଡ୍ୟୁଟି ସମୟରେ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ

ଏଣିକି ଶ୍ରୀମନ୍ଦିର ପୋଲିସ୍‌ କର୍ମଚାରୀ ଡ୍ୟୁଟି ସମୟରେ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ

ଏଣିକି ଶ୍ରୀମନ୍ଦିର ପୋଲିସ୍‌ କର୍ମଚାରୀ ଡ୍ୟୁଟି ସମୟରେ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ

ପୁରୀ : ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡ୍ୟୁଟି ସମୟରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ବିଶେଷ କାର୍ୟ୍ୟରେ ନିୟୋଜିତ ଏବଂ ଆପାତ୍ତକାଳୀନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ ମନା କରାଯାଇଛି । ପୁରୀ ଏସପି ଏପରି ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।