ବୁଡ଼ିଗଲେ ୨ ଭଉଣୀ

ବୁଡ଼ିଗଲେ ୨ ଭଉଣୀ

ବୁଡ଼ିଗଲେ ୨ ଭଉଣୀ
ବାରିପଦା: ବୁଡ଼ିଗଲେ ୨ ଭଉଣୀ । ପାଣିରେ ବୁଡ଼ି ୨ ସମ୍ପର୍କୀୟ ଭଉଣୀଙ୍କ ମୃତୁ୍ୟ ହୋଇଛି । ଘର ନିକଟ ବିଲରେ ଜମିଥିବା ପାଣିରେ ବୁଡ଼ି ୨ ଭଉଣୀଙ୍କ ମୃତୁ୍ୟ ହୋଇଛି । କୁଳିଅଣା ବ୍ଲକ ଚାନ୍ଦୁଆ ଗାଁରେ ଏହି ଅଘଟଣ ଘଟିଛି । ଖେଳୁଥିବାବେଳେ ଏହି ଅଘଟଣ ଘଟିଛି । ମୃତକ ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ବୋଲି ଜଣାଯାଇଛି ।