ଏକ ନମ୍ବର ଧନୀରେ ବାପା-ପୁଅ

ଏକ ନମ୍ବର ଧନୀରେ ବାପା-ପୁଅ

ଏକ ନମ୍ବର ଧନୀରେ ବାପା-ପୁଅ
ଭୁବନେଶ୍ୱର:ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଶୁକ୍ରବାର ଏଡିଆର୍‌ ପକ୍ଷରୁ ପ୍ରକାଶ ପାଇଛି। ପ୍ରାର୍ଥୀଙ୍କ ସମ୍ପର୍କରେ ତଥ୍ୟରୁ ଯାହା ଜଣାପଡ଼ିଛି ବିଧାନସଭା ଆସନରେ ଲଢ଼ୁଥିବା ନିରଞ୍ଜନ ପଟ୍ଟନାୟକ ସବୁଠାରୁ ଧନୀ ହୋଇଥିବା ବେଳେ ଲୋକ ସଭା ଆସନରେ ଲଢ଼ୁଥିବା ତାଙ୍କ ପୁଅ ନବଜ୍ୟୋତି ସବୁଠାରୁ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଦ୍ୱିତୀୟ ଓ କେନ୍ଦ୍ରାପଡ଼ା ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଧନୀ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ନବଜ୍ୟୋତିଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୪ କୋଟି ଟଙ୍କା ହୋଇଥିବା ବେଳେ ରବୀନ୍ଦ୍ର ଜେନାଙ୍କ ୭୨ କୋଟି ଓ ବୈଜୟନ୍ତଙ୍କର ୫୭ କୋଟି ଟଙ୍କା।