ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିଦେ୍ର୍ଧଶ

ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିଦେ୍ର୍ଧଶ

ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିଦେ୍ର୍ଧଶ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନେଇ ବିଭିନ୍ନ କ୍ଷେତ୍ରରେ ସାମାଜିକ ଦୂରତାକୁ ବଜାୟ ରଖିବା ତଥା ସଂକ୍ରମଣକୁ ବ୍ୟାପିବାରେ ପ୍ରତିହତ କରିବା ପାଇଁ ରୋଷ୍ଟର ଡୁ୍ୟଟି  ପାଇଁ ନିଦେ୍ର୍ଧଶ ଥିଲା ।  ତେବେ ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ରୋଷ୍ଟର ଡୁ୍ୟଟିକୁ ପ୍ରତ୍ୟାହାର କରିନିଆଯାଇଛି । ଏଣିକି ସବୁ କର୍ମଚାରୀ କଲେଜ ଆସିବେ ।  ଉଚ୍ଚଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିଦେ୍ର୍ଧଶ ଦିଆଯାଇଛି । 

ଆସନ୍ତାକାଲି ଅର୍ଥାତ ଜୁଲାଇ ୬ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବା ପାଇଁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।  ପୂର୍ବରୁ କୋଭିଡ ପାଇଁ ଜାରି ୫୦ ପ୍ରତିଶତ ଷ୍ଟାଫଙ୍କୁ ନେଇ ରୋଷ୍ଟର ଡୁ୍ୟଟିକୁ ପ୍ରତ୍ୟାହାର କରାଯାଇଛି ।  ଆଗକୁ ୟୁଜି/ପିଜି ପରୀକ୍ଷା ଥବାରୁ ସମସ୍ତଙ୍କ ଷ୍ଟାଫ କଲେଜ ଆସିବା ଦରକାର ବୋଲି ଉଚ୍ଚଶିକ୍ଷା ସଚିବ ବୋଲି କହିଛନ୍ତି । ଏନେଇ ସେ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।