ଲୋକସଭା ଭବନରେ ଶିକ୍ଷା ବିଭାଗର ମିଳିତ ବୈଠକ

ଲୋକସଭା ଭବନରେ ଶିକ୍ଷା ବିଭାଗର ମିଳିତ ବୈଠକ

ଲୋକସଭା ଭବନରେ ଶିକ୍ଷା ବିଭାଗର ମିଳିତ ବୈଠକ
ଭୁବନେଶ୍ୱର: ଆଜି ଲୋକସଭା ଭବନରେ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଯୁକ୍ତ ୩ରୁ +୨ ଉଚ୍ଛେଦ, କର୍ମଚାରୀ ବଣ୍ଟନ ଓ ଭିତ୍ତିଭୂମି ପରିଚାଳନା ଉପରେ ଆଲୋଚନା କରାଯାଉଛି । ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ବୈଠକରେ ବସିଛି । ଏହି ବୈଠକରେ ଉଭୟ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ଯୁକ୍ତ ୩ରୁ +୨ ଉଚ୍ଛେଦ କରିବା, ଉପଯୁକ୍ତ ବିଭାଗ ପାଇଁ କର୍ମଚାରୀ ବଣ୍ଟନ , ଜମି ସମସ୍ୟା ଓ ଭିତ୍ତିଭୂମିର ସଠିକ ପରିଚାଳନା ଉପରେ ଆଲୋଚନା କରାଯାଉଛି ।