ଇସ୍ତଫା ଦେଲେ କୁସୁମ ଟେଟେ

ଇସ୍ତଫା ଦେଲେ କୁସୁମ ଟେଟେ

ଇସ୍ତଫା ଦେଲେ କୁସୁମ ଟେଟେ
ଭୁବନେଶ୍ୱର: ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପଦରୁ ଇସ୍ତଫା ଦେଲେ କୁସୁମ ଟେଟେ । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଏଥିସହ ସେ ଆଗାମୀ ସାଧାରଣ ନିର୍ବାଚନରେ ବିଧାୟିକାଭାବେ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେଡି ଟିକେଟରେ ବିଧାୟିକାଭାବେ ଲଢିବାକୁ ସେ ଆଗ୍ରହୀ ବୋଲି କହିଛନ୍ତି । ବିଜେଡିରେ ଯୋଗେଶ ସିଂହଙ୍କ ସାମିଲକୁ ନେଇ ଅସନ୍ତୁଷ୍ଟ ଥିଲେ କୁସୁମ ଟେଟେ ।