ଆଜି ୩୭୪୮ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୭୪୮ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଆଜି ୩୭୪୮ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର : ଆଜି ରାଜ୍ୟରୁ ୩୭୪୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୨୧୦ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୫୩୮ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୦୩, ବରଗଡରୁ ୯୨, ଭଦ୍ରକରୁ ୪୬, ବଲାଙ୍ଗୀର ୧୬୩, ବୌଦ୍ଧରୁ ୫୮, କଟକରୁ ୩୯୨, ଦେବଗଡରୁ ୨୪, ଢେଙ୍କାନାଳରୁ ୬୫, ଗଜପତି ୩୩, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୯୪, ଯାଜପୁରରୁ ୧୪୦, ଝାରସୁଗୁଡାରୁ ୭୦, କଳାହାଣ୍ଡିରୁ ୩୮, କନ୍ଧମାଳ ୮୫, କେନ୍ଦ୍ରାପଡାରୁ ୧୧୬, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୬୧୫, କୋରାପୁଟରୁ ୯୭, ମାଲକାନଗିରିରୁ ୨୧, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧୨୧, ନୟାଗଡରୁ ୬୯, ନୂଆପଡାରୁ ୧୦୭, ପୁରୀରୁ ୩୮୭, ରାୟଗଡାରୁ ୮୨, ସମ୍ବଲପୁରରୁ ୭୯, ସୋନପୁରରୁ ୧୨୪ଏବଂ ସୁନ୍ଦରଗଡରୁ ୧୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରେ ୧୭୬ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦ ହୋଇଥିବା ବେଳେ ଏହା ମଧ୍ୟରୁ ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୩୧୨ ରହିଛି ।