ଆଉ ୧୪ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୮୬

ଆଉ ୧୪ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୮୬

ଆଉ ୧୪ ମୁଣ୍ଡ ନେଲା କରୋନା : ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୮୬
ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ ୧୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଛଅ ଜଣ ମୃତ୍ୟୁବରଣ କରିଥିବାବେଳେ ଖୋର୍ଦ୍ଧା, ନୟାଗଡାରୁ ୩ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ୧୩୭କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧାରେ ଏହା ୩୮କୁ ବୃଦ୍ଧି ହୋଇଥିବାବେଳେ ରାୟଗଡାରେ ୧୧ଓ ସୁନ୍ଦରଗଡରେ ୧୮କୁ ବୃଦ୍ଧି ହୋଇଛି । ନୟାଗଡରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲାଣି ।