ଅମ୍ବାଭୋନା ବ୍ଲକ୍ ରେ "ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

ଅମ୍ବାଭୋନା ବ୍ଲକ୍ ରେ "ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

*ଅମ୍ବାଭୋନା ବ୍ଲକ୍ ରେ "ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ* ***************************ଵରଗଡ଼: ପିଲାଙ୍କ ପାଖରେ ପାଠାଗାର ପହଞ୍ଚାଇବାର ପ୍ରୟାସ ଜାରି ରଖିଥିବା ବରଗଡ଼ର "ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର" ତା'ର ବ୍ଲକ ପରିକ୍ରମା କ୍ରମରେ ବରଗଡ଼ ଜିଲ୍ଲା ଅମ୍ବାଭୋନା  ବ୍ଲକ୍ ରେ "ପିଲାଙ୍କ ପାଖରେ ପାଠାଗାର" କାର୍ଯ୍ୟକ୍ରମ ଇତି ମଧ୍ୟରେ ଆୟୋଜନ କରିସାରିଛି। ଅମ୍ବାଭୋନା ସ୍ଥିତ କେଦାରନାଥ ଉଚ୍ଚ %