‘ଏକ୍ସ’ ବ୍ୟବହାରକାରୀଙ୍କୁ ଦେବାକୁ ହେବ ଟଙ୍କା, ଜାଣନ୍ତୁ କେତେ ?

‘ଏକ୍ସ’ ବ୍ୟବହାରକାରୀଙ୍କୁ ଦେବାକୁ ହେବ ଟଙ୍କା, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ‘ଏକ୍ସ’ ବ୍ୟବହାର କରୁଥିଲେ ଜାଣନ୍ତୁ। ଆସିଛି ବଡ଼ ଖବର।  ଏଣିକି ଦେୟ ନଦେଲେ ଖୋଲିବନି ଆକାଉଣ୍ଟ ବ୍ୟବହାରକାରୀ ବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏକ୍ସ ୟୁଜର୍ସଙ୍କୁ ବାର୍ଷିକ ଡଲାରର ସବସ୍କ୍ରିପସନ୍ ରାଶି ଦେବାକୁ ପଡ଼ିବ। ଏନେଇ ଘୋଷଣା କରିଲେ ଆରବପତି ଏଲନ୍ ମସ୍କ ତେବେ ଯେଉଁମାନେ ବାର୍ଷିକ ଦେୟ ପ୍ରଦାନ କରିବେ ନାହିଁ ସେମାନେ ଏଣିକି ଏକ୍ସର ବ୍ୟବହାର କରିପାରିବେ ନାହିଁ ତେବେ ଏନେଇ ସାଧାରଣ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଲନ ମସ୍କ ଏହା ୟୁଜର୍ସଙ୍କ ଏବଂ ପ୍ଲାଟଫର୍ମ ପାଇଁ ଲାଭଦାୟୀ ବୋଲି କହିଛନ୍ତି ଏହା ଦ୍ବାରା ନକଲି ୟୁଜର୍ସଙ୍କ ସଂଖ୍ୟା କମ ହୋଇପାରିବ ବୋଲି କହିଛନ୍ତି ମସ୍କ ।ଗତବର୍ଷ ଏକ୍ସକୁ କିଣିଥିଲେ ଏଲନ ମସ୍କ ସେବେଠାରୁ ମସ୍କ୍ ୧୩ ବିଲିୟନ ଡ଼ଲାର ଋଣରେ ଥିବା ଏକ୍ସ ପ୍ଲାଟଫର୍ମକୁ ପୁନର୍ଜୀବିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଏଲନ୍ ମସ୍କ ଅଧିଗ୍ରହଣ ପରଠାରୁ ଏଲୋନ୍ ମସ୍କଙ୍କୁ ଏକ୍ସ ପାଇଁ ବାର୍ଷିକ ପ୍ରାୟ . ବିଲିୟନ ସୁଧ ଦେବାକୁ ପଡୁଥିବା ନେଇ ଏକ ମିଡିଆ ରିପୋର୍ଟରେ ଦର୍ଶାଯାଇଛି
ଏଭଳି ପରିସ୍ଥିତିରେ ପ୍ଲାଟଫର୍ମର ନୂଆ ଆୟ ଉତ୍ସ ଖୋଜିବା ପାଇଁ ଏକ୍ସରେ ପ୍ରିମିୟମ୍ ସେବା ଆରମ୍ଭ ହୋଇଥିଲା ଯେଉଁଥି ପାଇଁ ଉପଭୋକ୍ତାମାନଙ୍କୁ ମାସକୁ .୯୯ ଡଲାର୍ ଦେବାକୁ ପଡ଼ିବ ଏଭଳି ପରିସ୍ଥିତିରେ ଏକ୍ସରେ ନୋଟ୍ ବଟ୍ ଫିଚର ଲାଗୁ କରିବା ଦ୍ବାରା ରେଭେନ୍ୟୁ ବଢ଼ିବ ବୋଲି ଅନୁମାନ କରାଯାଉଛି