ଟ୍ରେନ ଛାଡି ବଗି ପଳାଇଲା ୫୦୦ମିଟର

ଟ୍ରେନ ଛାଡି ବଗି ପଳାଇଲା ୫୦୦ମିଟର

ଜଳେଶ୍ବର : ଇଞ୍ଜିନରୁ ଅଲଗା ହେଲା ବଗି। ଟ୍ରେନ ଛାଡି ବଗି ପଳାଇଲା ୫୦୦ମିଟର। ହାଓଡା- ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ନେକୃଷୁଣି ଷ୍ଟେସନରେ ଅଘଟଣ।  ଘଟଣା ସ୍ଥଳରେ ପହଞ୍ଚି ମରାମତି କଲା ରେଳ ବିଭାଗ।  ଟ୍ରେନ ସହ ବଗି ସଂଯୋଗ ପରେ ୫  ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ।  ଅଘଟଣ ସତ୍ତ୍ବେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା।