ଗ୍ରୀଷ୍ମର ପ୍ରକୋପ,ଆହୁରି ବଢ଼ିବ ତାପମାତ୍ରା
ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିବ। ଗୁରୁବାର ଭୁବନେଶ୍ବର ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ଠାରୁ ୨ ଡିଗ୍ରୀ ଅଧିକ ଥିଲା । ବର୍ଷାର ସମ୍ଭାବନା ଏବେ ନିକଟ ଭବିଷ୍ୟତରେ ନାହିଁ ।




admin 