ସାପ କାମୁଡ଼ାରେ ମା ଓ ପୁଅ ମୃତ

ସାପ କାମୁଡ଼ାରେ ମା ଓ ପୁଅ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଚନ୍ଦ୍ରଗିରି ସିପିଯୋଡି ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ମା ଓ ପୁଅଙ୍କର ଜୀବନ । ମୃତକ ମାଙ୍କ ନାମ ବୃନ୍ଦା ବିଶି ହୋଇଥିବା ବେଳେ ପୁଅ ୭ବର୍ଷର ପୁଅ ବିଜୟ ବିଶି ବୋଲି ଜଣାପଡିଛି । ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।