ଛତିଶଗଡ଼ରେ ନୂଆ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ

ଛତିଶଗଡ଼ରେ ନୂଆ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ ବଦଳିଛି କଂଗ୍ରେସ ରାଜନୀତି। ରାଜ୍ୟର ଶିକ୍ଷା ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ଘୋଷଣା କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ ଏହି ମଞ୍ଜୁରୀ ଦେଇଛନ୍ତି। ଖଡଗେ କହିଛନ୍ତି, ସିଂଦେଓଙ୍କ ସେବାରେ ଛତିଶଗଡ ବାସୀ ଉପକୃତ ହେବେ ଟିଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଛତିଶଗଡରେ ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାର ଅଛି ୨୦୧୮ରେ ହୋଇଥିବା ନିର୍ବାଚନରେ ମୋଟ ୯୦ ଆସନ ମଧ୍ୟରୁ କଂଗ୍ରେସ ୬୮ଟି ଆସନ ପାଇଥିଲା ବିଜେପି ମାତ୍ର ୧୫ଟି ଆସନ ପାଇଥିଲା ଟିଏସ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ ବି ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ ବଘେଲଙ୍କ ପରେ ଟିଏସ ସିଂହଦେଓ ହେଉଛନ୍ତି ଛତିଶଗଡ କଂଗ୍ରେସର ନମ୍ବର- ନେତା ସରକାର ଗଠନ ପରେ ବଘେଲ ସିଂହଦେଓଙ୍କ ମଧ୍ୟରେ ମତଭେଦର ଖବର ବାରମ୍ବାର ସାମ୍ନାକୁ ଆସିଛି

କିନ୍ତୁ ନିର୍ବାଚନ ପୂର୍ବରୁ ଟି.ଏସ ସିଂଦଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରି ବଡ ମାଷ୍ଟରଷ୍ଟ୍ରୋକ ଖେଳିଛି କଂଗ୍ରେସ ତ୍ରିଭୁବନେଶ୍ୱର ଶରଣ ସିଂହଦେଓଙ୍କ ଜନ୍ମ ଉତରପ୍ରଦେଶର ହୋଇଥିବାବେଳେ ମଧ୍ୟପ୍ରଦେଶରେ ସେ ପାଠପଢିଛନ୍ତି ଛତିଶଗଡରେ ରାଜନୀତି କରୁଛନ୍ତି ଅମ୍ବିକାପୁରରୁ ଲଗାତାର ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି ୨୦୧୮ରେ ସେ କଂଗ୍ରେସ ଘୋଷଣାପତ୍ର କମିଟିର ଅଧ୍ୟକ୍ଷ ଥିଲେ