ମିର୍ଜାପୁର ଠାରେ ଧାରଣାରେ ବସିଲେ ପ୍ରିୟଙ୍କା

ମିର୍ଜାପୁର ଠାରେ ଧାରଣାରେ ବସିଲେ ପ୍ରିୟଙ୍କା

ମିର୍ଜାପୁର ଠାରେ ଧାରଣାରେ ବସିଲେ ପ୍ରିୟଙ୍କା
ଉତ୍ତରପ୍ରଦେଶ: ଧାରଣାରେ ପ୍ରିୟଙ୍କା । କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଧାରଣାରେ ବସିଛନ୍ତି । ସୋନଦଭ୍ରା ଗୁଳିକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ପ୍ରିୟାଙ୍କା ଯାଉଥିଲେ । ତେବେ ମିର୍ଜାପୁର ପାଖରେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାର ପ୍ରତିବାଦରେ ପ୍ରିୟଙ୍କା ଧାରଣାରେ ବସିଥିବା ଜଣାଯାଇଛି । ପ୍ରକାଶ ଯେ, ଉତ୍ତରପ୍ରଦେଶ ସୋନଭଦ୍ରା ଗୁଳିକାଣ୍ଡରେ ୯ ଜଣଙ୍କ ଜୀବନ ଯାଇଛି ।