୭ ବର୍ଷରେ ଶେଷହେଲେ ରାଜ୍ୟରେ ହାତୀ ଗଣନା । ୨୦୧୭ ତୁଳନାରେ ବଢିଛନ୍ତି ୧୬୪ ହାତୀ କିନ୍ତୁ ଗତ ୫ ବର୍ଷରେ ୪୦୩ ହାତୀଙ୍କ ମୃତ୍ୟୁ 

୭ ବର୍ଷରେ ଶେଷହେଲେ ରାଜ୍ୟରେ ହାତୀ ଗଣନା । ୨୦୧୭ ତୁଳନାରେ ବଢିଛନ୍ତି ୧୬୪ ହାତୀ କିନ୍ତୁ ଗତ ୫ ବର୍ଷରେ ୪୦୩ ହାତୀଙ୍କ ମୃତ୍ୟୁ 

୭ ବର୍ଷ ପରେ ରାଜ୍ୟରେ ହାତୀ ଗଣନା ଶେଷ ହୋଈଛି । ଏନେଇ ପିସିସିଏଫ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୭ ରେ ରାଜ୍ୟରେ ୧୯୩୪ ହାତୀ ଥିବା ବେଳେ ଏଥର ୨୦୯୮ ହାତୀ ଅଛନ୍ତି । ସେଥିରୁ ୪୭୪ ଜଣ ପୁରୁଷ ହାତୀ ବାକି ୧୦୩୦ ମହିଳା ହାତୀ ଏବଂ ୫୯୪ ଯୁବ ହାତୀ ଅଛନ୍ତି ।
ଏଥର ପୁରୁଷ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ଓଡ଼ିଶାର ଅନୁଗୋଳ, ଡେଙ୍କାନାଳ ଏବଂ କଟକର ଆଠଗଡ଼ରେ ଅଧିକ ହାତୀ ଥିବା ଗଣନାରୁ ଜଣାପଡିଛି । ଗତ ପାଞ୍ଚ ବର୍ଷରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି ।