ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଘଟଗାଁ: କେନ୍ଦୁଝର ଜିଲ୍ଲାରେ ଘଟଗାଁ ତହସିଲରେ କାର୍ୟ୍ୟରତ କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଛି। ବାଲେଶ୍ଵର ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ କେନ୍ଦୁଝର ଏବଂ ବାଲେଶ୍ଵର ଭିଜିଲାନ୍ସର ଟିମ ଏଥିରେ ସାମିଲ ହୋଇଥିବା ବେଳେ ତାଙ୍କର ଅଫିସ ସମେତ ବିଭିନ୍ନ ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି।