୯ରୁ ୯୦ ନିଶ୍ଚୟ ହେବ: ପିସିସି ସଭାପତି

୯ରୁ ୯୦ ନିଶ୍ଚୟ ହେବ: ପିସିସି ସଭାପତି

ଭୁବନେଶ୍ୱର: ବିଜେଡିର ପଶ୍ଚିମ ଓଡିଶା ଫୋକସକୁ ପିସିସି ସଭାପତି  ଶରତ ପଟ୍ଟନାୟକ କଟାକ୍ଷ କରିଛନ୍ତି । । ପଶ୍ଚିମ ଓଡିଶା ସବୁବେଳେ ଅବହେଳି, ସେଠି ବିଜେଡି ଜିତି ପାରିବନି । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେଲା, । କିନ୍ତୁ ମୁଖ୍ୟାଳୟ ଭୁବନେଶ୍ୱରରେ ରହିଛି ।   ୨୦୨୪ରେ ପରିବର୍ତ୍ତନ ସୁନିଶ୍ଚିତ,୯ରୁ ୯୦ ନିଶ୍ଚୟ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଓଡିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ଟିକେ ହେଲେ ବି ସନ୍ଦେହ ନାହିଁ । ୨୩ବର୍ଷ ଶାସନ ରେ ବିଜେଡିର ଗର୍ବ ବଢିଛି,ଶିଘ୍ର ପତନ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।