ସୌଭାଗ୍ୟ ଆଣିଦେବ ପୋଷାକ , ଜାଣନ୍ତୁ କିପରି
ପ୍ରତିଦିନ ସଫା ଓ ପରିଷ୍କାର ପୋଷାକ ପିନ୍ଧନ୍ତୁ । ମଇଳା ପୋଷାକ ପିନ୍ଧିବା ଦ୍ୱାରା ଜାତକ ଉପରେ ଶୁକ୍ରଙ୍କ ଖରାପ ପ୍ରଭାବ ପଡିଥାଏ ।
ସଫା ପୋଷାକ ପିନ୍ଧିବା ଦ୍ୱାରା ଶୁକ୍ରଙ୍କ ଶୁଭ ପ୍ରଭାବ ପଡିଥାଏ ।
ଚିରା ଫଟା ପୋଷାକ ପିନ୍ଧିବା ଦ୍ୱାରା ଦାରିଦ୍ର୍ୟ ଉତ୍ପନ୍ନ ହୁଏ । ତେଣୁ ଏହାକୁ ବର୍ଜନ କରିବା ଉଚିତ ।
ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ହଳଦୀ ରଙ୍ଗ ଡ୍ରେସ ପିନ୍ଧିବା ଶୁଭ ।
ଧନ ସମୃଦ୍ଧି ଏବଂ ଶାନ୍ତି ଲାଗି ଧଳା ରଙ୍ଗର ପୋଷାକ ପିନ୍ଧନ୍ତୁ ।
ହଳଦୀ ଓ ଧଳା ଉଭୟ ଶୁକ୍ରଙ୍କ ପ୍ରିୟ । ଏଥିପାଇଁ ଜ୍ୟୋତିଷମାନ୍ୟତା ଦୃଷ୍ଟିରୁ ଏହା ଖୁବ୍ ଶୁଭ ।




admin 