ଭିଟାମିନ ଅଭାବ ହେଲେ , ଏମିତି ପାଆନ୍ତୁ ରୋଗରୁ ମୁକ୍ତି
ଅନେକ ସମୟରେ ଆମକୁ ନାନା ରକମର ରୋଗ ମାଡ଼ି ବସେ। ଏହା ଶରୀରରେ ଭିଟାମିନର ଅଭାବ ଯୋଗୁ ହୋଇଥାଏ । ଭିଟାମିନ ଇ ୧୨ ଅଭାବରୁ ଶରୀରରେ ଅନେକ ରୋଗ ହୋଇଥାଏ । ଜାଣନ୍ତୁ କିଭଳି ପାଇବେ ଏହି ରୋଗରୁ ମୁକ୍ତି ? ଶରୀରରେ ଭିଟାମିନ୍ ଈ୧୨ ର ଅଭାବକୁ ଦୂର କରିବା ପାଇଁ ଆପଣ ମାଛ, ମାଂସ ଏବଂ ଅଣ୍ଡା ଖାଆନ୍ତୁ । ଏହାସହ କ୍ଷୀର, ପନିର ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଖାଦ୍ୟ ମଧ୍ୟ ଖାଆନ୍ତୁ । ଏହାଦ୍ୱାରା ଭିଟାମିନ୍ ଈ୧୨ ଅଭାବ ଦୂର ହୋଇଥାଏ । ପୁଷ୍ଟିକର ଖାଦ୍ୟ ସାଙ୍ଗକୁ ଶସ୍ୟଜାତୀୟ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ମନେ ରଖନ୍ତୁ ଭିଟାମିନ୍ ଈ୧୨ ଅଭାବକୁ ଦୂର କରିବା ଖାଦ୍ୟରେ ଅନିୟମିତତା ସହ ଆମ ଜୀବନଶୈଳୀରେ ପରିବର୍ତ୍ତନ ହେଲେ ଶରୀରରେ ଭିଟାମିନ ଈ୧୨ର ଅଭାବ ଦେଖାଯାଏ । ମଦ, କଫି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଭିଟାମିନ୍ ଈ୧୨ ର ଅଭାବ ଦେଖାଦିଏ । ତେଣୁ ରୋଗମୁକ୍ତ ରହିବାକୁ ଏସବୁ ଖାଦ୍ୟ ଖାଆନ୍ତୁ ।




admin 