ଚୁଡ଼ି ପିନ୍ଧିବା ବେଳେ ଏଥିପ୍ରତି ଦୃଷ୍ଟି ନଦେଲେ ହୋଇଯିବେ କାଙ୍ଗାଳ

ଚୁଡ଼ି ପିନ୍ଧିବା ବେଳେ ଏଥିପ୍ରତି ଦୃଷ୍ଟି ନଦେଲେ ହୋଇଯିବେ କାଙ୍ଗାଳ

ଚୁଡ଼ି ପିନ୍ଧିବା ବେଳେ ଏଥିପ୍ରତି ଦୃଷ୍ଟି ନଦେଲେ ହୋଇଯିବେ କାଙ୍ଗାଳ
ବିବାହ କରିସାରିବା ପରେ ଜଣେ ମହିଳା ସୁହାଗରେ ବହୁ ଜିନିଷ ପିନ୍ଧିଥାଏ। ପିନ୍ଧାଯାଉଥିବା ଏହି ଜିନିଷ ସୁହାଗର ଗୋଟିଏ ଚିହ୍ନ ବୋଲି କୁହାଯାଏ। ଯେମିତି କି ଚୁଡ଼ି। ଆପଣଙ୍କ କଣ ଜାଣନ୍ତି କି ଜଣେ ବିବାହିତା ମହିଳା ହାତରେ ଚୁଡ଼ି ପିନ୍ଧିବା ଦ୍ବାରା କଣ ଲାଭ ମିଳେ? ଚୁଡ଼ି ପିନ୍ଧିବା ପରେ ଜଣେ ନାରୀର ହାତ ଯେତିକି ସୁନ୍ଦର ଲାଗିନଥାଏ ତାଠାରୁ ଅଧିକ ସେ ନିଜେ ସୁନ୍ଦର ଦେଖାଯାଇଥାଏ। କେବଳ ଏତିକି ନୁହେଁ ଚିଡ଼ି ପିନ୍ଧିବା ଦ୍ବାରା ତା ସ୍ବାମୀ ମଧ୍ୟ କୋଟିପତି ହୋଇଥାଏ। ଆସନ୍ତୁ ଜାଣିବା କିଭଳି? ୧. ଯେତେବେଳେ ଚୁଡ଼ି ପିନ୍ଧାଯାଏ କେତେବେଳେ କେମିତି ଚୁଡ଼ି ଭାଙ୍ଗିଯିବାର ଆପଣ ଲକ୍ଷ୍ୟ କରିଥିବେ।ଆଉ ଆମେ ତାହାକୁ ଏଣେତେଣେ ପକାଇ ଦେଉଥାଏ। ଯାହାକି ବେଳେବେଳେ ପାଦରେ ମଧ୍ୟ ଲାଗିଥାଏ। ସେହି ସମୟରେ ସ୍ବାମୀର ହାନିକାରକ ହୋଇଥାଏ ବୋଲି ଜାଣିବେ। ଯେତେବେଳେ ଚୁଡ଼ି ଭାଙ୍ଗିଯିବ ସେହି ସମୟରେ ଭଙ୍ଗା ଚୁଡ଼ିକୁ ମୁଣ୍ଡରେ ମାରି ଏକ ଭଲ ସ୍ଥାନ କିମ୍ବା ଗଛ ତଳେ ରଖିଦିଅନ୍ତୁ। ୨. ମହିଳା ପ୍ରତି ହାତରେ ସମାନ ଭାଗରେ ଚୁଡ଼ି ପିନ୍ଧିବା ଜରୁରୀ। ସମାନ ଭାଗରେ ନ ପିନ୍ଧିଲେ ସ୍ବାମୀ କାଙ୍ଗାଳ ହୋଇଯାଇଥାଏ। ଏହା ବ୍ୟତୀତ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ମଧ୍ୟ ବିବାଦ ବଢ଼ିବାରେ ଲାଗିଥାଏ। ଏହା ସହିତ ହାତରେ ଭଙ୍ଗା ଚୁଡ଼ି ରହିବା ବି ଭଲ ନୁହେଁ। ୩. ମହିଳାମାନେ କେବେବି କେଶ ଖୋଲା କରି ଚୁଡ଼ି ପିନ୍ଧିବା ଉଚିତ୍ ନୁହେଁ। ସ୍ବାମୀ ଗରିବ ହୋଇଯାଆନ୍ତି। ଏହାର ପ୍ରଭାବ ଝିଅର ଶାଶୁଘର ଏବଂ ବାପାଘର ଉପରେ ପଡ଼ିଥାଏ।