ଡାଇବେଟିସ୍ ହେବାର ସଂକେତ
ଭୁବନେଶ୍ବର: ଆଜି କା ସମୟରେ ଡାଇବେଟିସ୍ ଏକ ସାଧାରଣ ସମସ୍ୟା । ଏହି ରୋଗରେ ଲକ୍ଷାଧିକ ଲୋକ ପିଡିତ ଅଛନ୍ତି । ଡାଇବେଟିସ୍ ହେବା ପ୍ୱର୍ମରୁ ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଇଥାଏ । ତ୍ୱଚା କଳା ପଡିବା ସହ ଆଖିକୁ କମ୍ ଦେଖାଯାଏ । ହାତଗୋଡରେ ଝିମ୍ ଝିମ୍ ହେବା ଆରମ୍ବ ହୁଏ । ବାରମ୍ବାର ପରିସ୍ରା ଯିବା ବ୍ଳଡ ପ୍ରେସର ବଢିବା ପରି ସମସ୍ୟା ଦେଖାଯାଏ । ମାଢିରୁ ରକ୍ତ ବାହାରିବା ସହ ଖଣ୍ଡିଆ ଶୀଘ୍ର ଶୁଖିନଥାଏ ।




admin 