ପିଅନ୍ତୁ ଡାଳିମ୍ବ ଜୁସ୍‌

ପିଅନ୍ତୁ ଡାଳିମ୍ବ ଜୁସ୍‌

ଭୁବନେଶ୍ବର: ଡାଳିମ୍ବ ଜୁସ୍‌ ପୋଷକ ତତ୍ତ୍ୱର ଗନ୍ତାଘର । ଏଥିରେ ପ୍ରୋଟିନ୍‌, ଫାଇବର, କ୍ୟାଲସିୟମ, ମାଗ୍ନେସିୟମ ଭରପୁର ହୋଇ ରହିଥାଏ । ଯାହା ଏମୋନିଆ ପରି ସମସ୍ୟାରୁ ମୁକ୍ତି ଦେଇଥାଏ । ଡାଳିମ୍ବ ଜୁସ୍‌ ପିିଇବା ଦ୍ୱାରା ଶରୀରରେ ଏନରଜି୍‌ ପ୍ରବାହ ହୁଏ ।

ପାଚନ ମଜବୁତ୍‌ କରିବା ସହ ଓଜନ କମ୍‌ କରିଥାଏ ଏହି ଜୁସ୍‌  । ରୋଗପ୍ରତିରୋଧକ ଶକ୍ତି ବଢାଏ । ଆଲ୍‌ଜାଇମର ପରି ରୋଗରୁ ଉପଶମ ଦେବା ସହ ହାର୍ଟ ସମସ୍ୟାରୁ ମୁକ୍ତି ଦେଇଥାଏ ଡାଳିମ୍ବ ।