ଝାରସୁଗୁଡା ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡ
ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା । ଜାଣନ୍ତୁ କିଏ କିଏ ପାଇଲେ ଷ୍ଟାର ପ୍ରଚାରକରେ ସ୍ଥାନ, ଶ୍ରୀ ନବୀନ ପଟ୍ଟନାୟକ
ଶ୍ରୀ ପ୍ରଣବ ପ୍ରକାଶ ଦାସ
ଶ୍ରୀ ଦେବୀ ପ୍ରସାଦ ମିଶ୍ର
ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ
ଶ୍ରୀ ସାରଦା ପ୍ରସାଦ ଦାସ
ଶ୍ରୀ ନିରଞ୍ଜନ ପୂଜାରୀ
ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
ଶ୍ରୀ ପଦ୍ମନାଭ ବେହେରା
ଶ୍ରୀ ସୁଶାନ୍ତ ସିଂହ
ଶ୍ରୀ ପ୍ରତାପ କେଶରୀ ଦେଓ
ଶ୍ରୀ ଅତନୁ ସବ୍ୟସାଚୀ ନାୟକ
ଶ୍ରୀ ଅରୁଣ କୁମାର ସାହୁ
ଶ୍ରୀ ପ୍ରତାପ ଜେନା
ଶ୍ରୀ ସ୍ନେହାଙ୍ଗିନୀ ଛୁରିଆ
ଟୁକୁନି ସାହୁ
ଶ୍ରୀ ପ୍ରଶାନ୍ତ ମୁଦୁଲି
ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ
ଶ୍ରୀ ଦିବ୍ୟ ଶଙ୍କର ମିଶ୍ର
ଶ୍ରୀମତୀ ରୀତା ସାହୁ
ଶ୍ରୀମତୀ ଅଳକା ମହାନ୍ତି
ଶ୍ରୀ ଚନ୍ଦ୍ରସାରଥୀ ବେହେରା
ଶ୍ରୀ ବ୍ରଜ କିଶୋର ପ୍ରଧାନ
ଶ୍ରୀ ପ୍ରଣବ ବଳବନ୍ତରାୟ
ଶ୍ରୀ ବ୍ୟୋମକେଶ ରାୟ
ଶ୍ରୀ ବିକ୍ରମ କୁମାର ପଣ୍ଡା
ଶ୍ରୀ ନଳୀନି କାନ୍ତ ପ୍ରାଧାନ
ଶ୍ରୀ ସରୋଜ କୁମାର ମେହେର
ଶ୍ରୀ ଦେବେଶ ଆଚାର୍ଯ୍ୟ
ଶ୍ରୀ ପ୍ରଶାନ୍ତ ବେହେରା
ଶ୍ରୀ ବିଭୂତି ବଳବନ୍ତରାୟ
ଶ୍ରୀ କିଶୋର ଚନ୍ଦ୍ର ନାୟକ
ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ
ଶ୍ରୀ ସୌଭିକ ବିଶ୍ୱାଳ
ଶ୍ରୀ ସ୍ୱରୂପ କୁମାର ଦାସ
ଶ୍ରୀ ରୁଦ୍ର ପ୍ରତାପ ମହାରଥୀ
ଶ୍ରୀ ଯୋଗେଶ କୁମାର ସିଂହ
ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର
ଶ୍ରୀ ଅରିନ୍ଦମ ରୟ
ଶ୍ରୀ ସତ୍ୟବ୍ରତ ତ୍ରିପାଠୀ




admin 