ବାହାନଗାରେ ପୁଣି ରେଳ ଦୁର୍ଘଟଣା ୨ମୃତ!
ଟ୍ରେନ ଆସିବାବେଳେ ଟ୍ରାକରେ ଛିଡ଼ା ହୋଇଥିଲେ ୨ ଜଣ, ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ, ରେଳଧାରଣାରେ ପଡ଼ିଛି ୨ଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, ୨ ମୃତକଙ୍କ ପରିଚୟ ଅସ୍ପଷ୍ଟ, ଜିଆରପି ପୋଲିସର ତଦନ୍ତ!.




