ସ୍ତ୍ରୀକୁ ଦୁଷ୍କର୍ମ , ସ୍ୱାମୀ କଲା ସୁଟିଂ

ସ୍ତ୍ରୀକୁ ଦୁଷ୍କର୍ମ , ସ୍ୱାମୀ କଲା ସୁଟିଂ

ସ୍ତ୍ରୀକୁ ଦୁଷ୍କର୍ମ , ସ୍ୱାମୀ କଲା ସୁଟିଂ
ଆନନ୍ଦପୁର: କେନ୍ଦୁଝର ଘସିପୁରା ଥାନା ଅଂଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମହିଳାଙ୍କ ସ୍ୱାମୀଙ୍କ ବନ୍ଧୁ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଛନ୍ତି । ସ୍ତ୍ରୀର ଦୁଷ୍କର୍ମ ବେଳେ ସ୍ୱାମୀ ପ୍ରତିରୋଧ ନ କରି ଭିଡିଓ ସୁଟିଂ କରୁଥିଲା । ଘସିପୁରା ଥାନାରେ ମହିଳାଙ୍କ ପରେ ସ୍ୱାମୀ ଓ ବନ୍ଧୁ ଅଟକ ରଖିଛି ପୋଲିସ ।